Book A Wash – Door Step Car Wash Service in Bhubaneswar
କାର୍ରେ ଧୂଳି ଜମିଥିବାରୁ ଚିନ୍ତାରେ ପଡ଼ିଛନ୍ତି କି? ଗାଡ଼ି ଧୋଇବା ପାଇଁ ସମୟ ନାହିଁ ଭାବୁଛନ୍ତି କି? ଏବେ ଏସବୁର ଚିନ୍ତା ଦୂର କରିଛି ‘ବୁକ୍ ଏ ୱାସ୍’। ଗୋଟିଏ ଫୋନ୍ କଲ୍ରେ ରାଜଧାନୀ ଭୁବନେଶ୍ୱର ଏବଂ ଜାମସେଦପୁରରେ ଏହି ସଂସ୍ଥା ଦୁଆର ମୁହଁରେ ଆସି ଗାଡ଼ି ୱାସିଂକରୁଛି। ଘର ଓ ଅଫିସରେ ସ୍ମାର୍ଟ କ୍ଲିନିଂ ପାଇଁ ମଧ୍ୟ ସେବା ଦେଉଛି ‘ବୁକ୍ ଏ ୱାସ୍’। ବୁକ୍ ଏ ଓ୍ବାସ ଟିମ୍ ଗାଡ଼ି ଏବଂ ଘର ବା ଅଫିସ ଆସବାବ ସଫା କରିବା ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ସାଥିରେ ଧରି ଆସନ୍ତି।
We provide the best Car Wash Service at your door step, taking away all the pains of long queues at Car wash Stations. All the products we use are Bio-degradable and Eco-friendly. Well trained and friendly staff to take good care with professional touch. We use the latest in Vehicle Washing Technology to clean and dry your vehicle quickly, efficiently and safely.
Services (Timings Mon-Sun 6:00 A.M – 5:00 P.M)
1.Complete Water Wash.
2.Car Boby Shampooing..
3.Interior Cleaning.
4.Vacuming of Interiors.
5.Washing and Cleaning of floor.
6.Tire and Disc Cleaning.
7.Dashboard and Seat cleaning.
Note : Price Range starting at 299 for Mini cars(Alto. Eon. Datsun Go Kwid) Complete CarWash Both Interior And Exterior.