Gyan Bharati Institute Of Science and Technology, Bhubaneswar

Gyan Bharati Institute Of Science and Technology, Bhubaneswar
Current Business Status
Active
City
Bhubaneswar
Business Genre
Nature Of Business
Primary Phone Number
Alternate Contact Number
+91-92383 30112
Contact Person
Pritam
Business Address
Station Square-III, Grand Road, Grand Road, Saheed Nagar, Bhubaneswar, Odisha 752001
Locality
Saheed Nagar
Postal / ZIP Code
752001
Short Business Description
Utkal Gyan Bharati Trust has established the Institution i.e. GYAN BHARATI INSTITUTE OF SCIENCE & TECHNOLOGY (GBIST) having best environmental and serene atmosphere at Mancheswar have ambition to impart good education and produce good students. The atmosphere here is very much different from other existing colleges.
No. of locations
1-5 Physical Location
Days of Operation
Monday, Tuesday, Wednesday, Thursday, Friday, Saturday
Modes of Payment
Cash, Cheque, Online payment
General Services
WiFi
Long Business Description

The institution is established away from Town and Village and good study atmosphere prevails here. In addition, it aims at total personality development of the students besides developing their communication skills and leading a sportive and spiritual life. With this objective in mind, GBIST is established in the year 2008. The College is recognized by the Department of Higher Education. Govt. of Odisha, Bhubaneswar and affiliated to CHSE, Odisha. GBIST having best environmental and serene atmosphere at Mancheswar have ambition to impart good education and produce good students. The atmosphere here is very much different from other existing colleges.
ଆମ କଲେଜର ବିଶେଷତ୍ତ୍ୱ - ପାଠ ପଢିବା ପାଇଁ ଅନୁକୂଳ ପରିବେଶ |
୧ . ଏହା ଭଡାଘର କଲେଜ ନୁହେଁ | ତେଣୁ ଗୁଞ୍ଜିଗାଞ୍ଜି ଦେହକୁ ଦେହ ବାଜିବା ଭଳି କ୍ଳାସରୁମ , ଲାବରେଟରୀ , ଖାଇବା ହଲ ନୁହେଁ ବରଂ ଏସବୁ ପାଇଁ ୭ ଏକର ପରିମିତ କଲେଜ ଓ ୭ ୨୦୦୦ ବର୍ଗଫୁଟ ପ୍ରଶସ୍ତ ଘରମାନ ଅଛି |

୨. ଏହା ଅନୁକୂଳ ପରିବେଶ ଯୋଗୁଁ ଖରାପ ପିଲା ଭଲପିଲାରେ ପରିଣତ ହୁଏ | ପ୍ରତିକୂଳ ପରିବେଶ ମେଧାକୁ ଖରାପ କରିଥାଏ |

୩. ଖାଦ୍ୟ ଭଲ ହେଲେ ପାଠରେ ମନ ଲାଗିବ - କଲେଜ ପରିସର ଭିତରେ ନିଜର ରୋଷେଇ ଘରେ ସଦ୍ୟ ରନ୍ଧା ଖାଦ୍ୟ ପିଲାମାନଙ୍କୁ ଦିଆହୁଏ | ବାହାରୁ ମଗାଯାଇଥିବା ରନ୍ଧା ଖାଦ୍ୟ ଜରି ପୁଡ଼ିଆରେ ପିଲାମାନଙ୍କୁ ଦିଆଯାଏ ନାହିଁ | ଉପରବେଳା ପିଲାମାନଙ୍କୁ କ୍ଷୀର , ସ୍ନାକ୍ସ , ବରା, ଆଳୁଚପ, ଚାଟ, ପକୋଡ଼ି , ଗୁପଚୁପ ଆଦି ଦିଆଯାଏ | କଲେଜ ପରିସରରେ ପନିପରିବା ଚାଷ ହୁଏ ଓ ସଦ୍ୟ ପରିବା କଲେଜ ମେସକୁ ଯାଏ |

୪. ଖେଳାବୁଲା କଲେ ପାଠରେ ମନ ଲାଗିବ - କଲେଜ ପରିସର ଭିତରେ ବିସ୍ତିର୍ଣ ପଡିଆରେ ଭଲିବଲ , ବ୍ୟାଡ୍ମିଣ୍ଟନ ଓ କ୍ରିକେଟ ପିଲାମାନେ ଖେଳନ୍ତି |

୫. ପୁଅ ଓ ଝିଅ ପିଲାମାନଙ୍କ ପାଇଁ ଅଲଗା ହଷ୍ଟେଲ ଅଛି | ଝିଅମାନେ ସମ୍ପୂର୍ଣ ନିରାପଦ ରୁହନ୍ତୁ | ଭୁବନେଶ୍ୱର ଶ୍ରେଷ୍ଠତମ |

୬. ଅଭିଭାବକ ପିଲାଙ୍କୁ ଅନ୍ୟ କଲେଜ ନେବା ପୂର୍ବରୁ ଆମ କଲେଜକୁ ଆସି ଏକ ଘଣ୍ଟା କଟାଇଲେ କଲେଜର ବିଶେଷତ୍ତ୍ୟ ଉପଲବ୍ଧି କରିପାରିବେ |

Send Message to listing owner

Please log in to be able to send messages to the listing owner.